ଅର୍ଥ : ଯେଉଁ ବସ୍ତୁର ସ୍ୱାଦ କିଛି ଖଟା ଓ କିଛି ମିଠା ହୋଇଥାଏ
ଉଦାହରଣ :
ମୋତେ ଆଜି ଖଟାମିଠା ଖାଇବା ପାଇଁ ଇଚ୍ଛା ହେଉଛି
ଅନ୍ୟ ଭାଷାରେ ଅନୁବାଦ :
वह वस्तु जिसका स्वाद कुछ खट्टा और कुछ मीठा हो।
मुझे आज कुछ खटमिट्ठा खाने की इच्छा हो रही है।ଅର୍ଥ : କିଛି ଖଟା ଓ କିଛି ମିଠା
ଉଦାହରଣ :
ମା ଆଜି ଖଟାମିଠା ଡାଲି କରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
कुछ खट्टा और कुछ मिट्ठा।
माँ ने आज खटमिट्ठा पकवान बनाया है।