ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କପୋତ ରଙ୍ଗର ବା ଖଇରିଆ ଲାଲରଙ୍ଗର
ଉଦାହରଣ : ତା କାନ୍ଧରେ ଗୋଟିଏ ଖଇରିଆ ଗାମୁଛା ଅଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
फाखता के रंग का या भूरापन लिए हुए लाल रंग का।
ଅର୍ଥ : ଖଇର ରଙ୍ଗର
ଉଦାହରଣ : ଏହି ଖଇରିଆ ଶାଢ଼ୀ ଅତ୍ୟନ୍ତ ସୁନ୍ଦର ଲାଗୁଛି
कत्था या खैर के रंग का।
ସଂସ୍ଥାପନ କରନ୍ତୁ