ଅର୍ଥ : କ୍ରିକେଟ ଖେଳରେ ବୋଲର ଦ୍ବାରା ଫିଙ୍ଗା ଯାଇଥିବା ବଲ୍ ସିଧା ଷ୍ଟମ୍ପରେ ବାଜିଲେ ହେଉଥିବା ଆଉଟ
ଉଦାହରଣ :
ଆଜି ସେହବାଗ କ୍ଲିନ୍ ବୋଲ୍ଡ ହୋଇ ଗଲେ
ସମକକ୍ଷ : ବୋଲ୍ଡ
ଅନ୍ୟ ଭାଷାରେ ଅନୁବାଦ :
क्रिकेट के खेल में गेंदबाज द्वारा फेंकी गई गेंद के सीधे स्टंप में लगने से होनेवाला आउट।
आज के खेल में दो क्लीन बोल्ड तथा तीन रन आउट हुए।