ଅର୍ଥ : ଡେନମାର୍କରେ ପ୍ରଚଳିତ ମୁଦ୍ରା
ଉଦାହରଣ :
ଆପଣଙ୍କ ପାଖରେ କିଛି କ୍ରୋନ ଅଛି?
ସମକକ୍ଷ : କ୍ରୋନ, ଡେନମାର୍କୀ କ୍ରୋନା, ଦେନମାର୍କୀ କ୍ରୋନା
ଅନ୍ୟ ଭାଷାରେ ଅନୁବାଦ :
डेनमार्क में चलने वाली मुद्रा।
क्या आपके पास कुछ क्रोन हैं?ଅର୍ଥ : ସ୍ୱିଡେନ ଆଦି ଦେଶମାନଙ୍କରେ ବ୍ୟବହୃତ ମୁଦ୍ରା
ଉଦାହରଣ :
ରୋଜାର ଖାତାରେ କେବଳ ଏକ ହଜାର ଦୁଇ ଶହ କୋଡ଼ିଏ କ୍ରୋନା ବଳକା ଅଛି
ସମକକ୍ଷ : କ୍ରୋନର
ଅନ୍ୟ ଭାଷାରେ ଅନୁବାଦ :
आइसलैंड में चलने वाली मुद्रा।
रोज़ा के खाते में केवल एक हज़ार दो सौ बीस क्रोना बचे हैं।