ଅର୍ଥ : ଡେନମାର୍କରେ ପ୍ରଚଳିତ ମୁଦ୍ରା
ଉଦାହରଣ :
ଆପଣଙ୍କ ପାଖରେ କିଛି କ୍ରୋନ ଅଛି?
ସମକକ୍ଷ : କ୍ରୋନା, ଡେନମାର୍କୀ କ୍ରୋନା, ଦେନମାର୍କୀ କ୍ରୋନା
ଅନ୍ୟ ଭାଷାରେ ଅନୁବାଦ :
डेनमार्क में चलने वाली मुद्रा।
क्या आपके पास कुछ क्रोन हैं?ଅର୍ଥ : ସ୍ୱୀଡେନ, ଆଇସଲ୍ୟାଣ୍ଡ ଆଦି ଦେଶରେ ବ୍ୟବହୃତ ମୁଦ୍ରା
ଉଦାହରଣ :
ମୁଁ ହଜାରେ କ୍ରୋନ ବଦଳରେ ୟୂରୋ ଚାହୁଁଛି
ଅନ୍ୟ ଭାଷାରେ ଅନୁବାଦ :
स्वीडन देश में चलने वाली मुद्रा।
मुझे हज़ार क्रोन के बदले यूरो चाहिए।