ଅର୍ଥ : ବିନା ୟୁନିଫର୍ମରେ କାମ କରୁଥିବା ଭାରତର କେନ୍ଦ୍ରୀୟ ପୁଲିସ୍ ଦଳର ବିଶିଷ୍ଟ ଅଙ୍ଗ
ଉଦାହରଣ :
ଅପରାଧ ବିଭାଗ ଏହି ମାମଲାର ତଦନ୍ତ କରୁଛି
ସମକକ୍ଷ : ଅପରାଧ ବିଭାଗ, କ୍ରାଇମ୍ ବ୍ରାଞ୍ଚ, ସି ଆଇ ଡି
ଅନ୍ୟ ଭାଷାରେ ଅନୁବାଦ :
भारत के राज्य पुलिस दल का वह विशिष्ट अंग जो बिना वर्दी के ही काम करते हैं।
अपराध विभाग इस मामले की छानबीन कर रही है।