ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୁଷ୍ଠ ରୋଗରେ ପୀଡ଼ିତ ଲୋକ
ଉଦାହରଣ : ଏହି ଡାକ୍ତରଖାନା କୁଷ୍ଠରୋଗୀଙ୍କ ପାଇଁ ତିଆରି କରାଯାଇଛି
ସମକକ୍ଷ : କୁଷ୍ଠରୋଗୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुष्ठ रोग से पीड़ित व्यक्ति।
A person afflicted with leprosy.
ଅର୍ଥ : ରକ୍ତ ଏବଂ ଚମର ଏକ ପ୍ରସିଦ୍ଧ ରୋଗ
ଉଦାହରଣ : କୁଷ୍ଠ ରୋଗ ଏବେ ଅସାଧ୍ୟ ନୁହେଁ
ସମକକ୍ଷ : କୁଷ୍ଠ, କୁଷ୍ଠ ରୋଗ, ଖଣ୍ଡିଆ ବେମାରୀ, ବଡ଼ ରୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
रक्त और त्वचा का एक प्रसिद्ध रोग।
ସଂସ୍ଥାପନ କରନ୍ତୁ