ଅର୍ଥ : ସରଯୂ ନଦୀ କୂଳରେ ଅବସ୍ଥିତ
ଉଦାହରଣ :
ପ୍ରାଚୀନ ଭାରତରେ ଷୋହଳ ମହାଜନପଦ ମଧ୍ୟରୁ କୋଶଳ ଅନ୍ୟତମ
ଅନ୍ୟ ଭାଷାରେ ଅନୁବାଦ :
A region marked off for administrative or other purposes.
district, dominion, territorial dominion, territoryଅର୍ଥ : ସଂଗୀତରେ ଏକ ପ୍ରକାର ରାଗ
ଉଦାହରଣ :
ଗୁରୁଜୀ ବର୍ତ୍ତମାନ ଆମକୁ କୋଶଳ ରାଗ ଶିଖାଉଛନ୍ତି
ସମକକ୍ଷ : କୋଶଳ ରାଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୋଶଳ ଦେଶରେ ବସବାସ କରୁଥିବା କ୍ଷତ୍ରିୟଜାତି
ଉଦାହରଣ :
କୋଶଳ ନିଜର ବୀରତ୍ବ ପାଇଁ ପରିଚିତ
ଅନ୍ୟ ଭାଷାରେ ଅନୁବାଦ :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati