ଅର୍ଥ : କାହାଳୀରେ ଭରିଥିବା ଆଇସକ୍ରିମ୍
ଉଦାହରଣ :
ଅମୂଲର କୋନ୍ ଆଇସକ୍ରିମ୍ ମୋର ବହୁତ ପସନ୍ଦ
ସମକକ୍ଷ : କୋନ୍ ଆଇସକ୍ରିମ୍
ଅନ୍ୟ ଭାଷାରେ ଅନୁବାଦ :
Ice cream in a crisp conical wafer.
ice-cream coneଅର୍ଥ : ମଇଦାରେ ପ୍ରସ୍ତୁତ ଯେଉଁ ଶଙ୍କୁଭଳି ବସ୍ତୁଟିରେ ଆଇସକ୍ରିମ୍ ଭରି ଖିଆଯାଏ
ଉଦାହରଣ :
ଆଇସକ୍ରିମ୍ କୋନ୍ କୁଡ଼ୁମୁଡ଼ିଆ ହେଲେ ହିଁ ଭଲ ଲାଗେ
ସମକକ୍ଷ : ଆଇସକ୍ରିମ୍ କୋନ୍
ଅନ୍ୟ ଭାଷାରେ ଅନୁବାଦ :
मैदे की बनी वह शंक्वाकार वस्तु जिसमें आइसक्रीम भरकर खाते हैं।
कोन बहुत कुरकुरा होने पर ही अच्छा लगता है।