ଅର୍ଥ : ଦ୍ରାବିଡ ଭାଷା ପରିବାରର ଗୋଟିଏ ଭାଷା
ଉଦାହରଣ :
କୂର୍ଗୀ ଭାଷା ମୁଖ୍ୟତଃ କୋଡଗୁ ଜିଲ୍ଲାରେ କୁହାଯାଏ
ସମକକ୍ଷ : କୂରଗୀ, କୂର୍ଗୀ, କୂର୍ଗୀ ଭାଷା, କୋଡଗୁ ଭାଷା
ଅନ୍ୟ ଭାଷାରେ ଅନୁବାଦ :
द्रविड़ भाषा परिवार की एक भाषा।
कूरगी भाषा मुख्यतः कोडगु ज़िले में बोली जाती है।