ଅର୍ଥ : କେରଳର ଏକ ଜିଲ୍ଲା
ଉଦାହରଣ :
କୋଝୀକୋଡ଼ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ କୋଝୀକୋଡ଼ ସହରରେ ଅବସ୍ଥିତ
ସମକକ୍ଷ : କୋଝୀକୋଡ଼ ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के केरल राज्य का एक जिला।
कोझीकोड जिले का मुख्यालय कोझीकोड शहर में है।A region marked off for administrative or other purposes.
district, dominion, territorial dominion, territoryଅର୍ଥ : କେରଳର ଏକ ସହର
ଉଦାହରଣ :
କୋଝୀକୋଡ଼ର ପୁରାତନ ନାମ କାଲୀକଟ ଥିଲା
ସମକକ୍ଷ : କୋଝୀକୋଡ଼ ସହର
ଅନ୍ୟ ଭାଷାରେ ଅନୁବାଦ :
भारत के केरल राज्य का एक शहर।
कोझीकोड का पुराना नाम कालीकट था।