ଅର୍ଥ : ତାମିଲନାଡୁର ଏକ ଜିଲ୍ଲା
ଉଦାହରଣ :
କୋଏମ୍ବାଟୁର ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ କୋଏମ୍ବାଟୁର ସହରରେ ଅବସ୍ଥିତ
ସମକକ୍ଷ : କୋଏମ୍ବାଟୁର ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के तमिलनाडु राज्य का एक जिला।
कोयम्बतूर जिले का मुख्यालय कोयम्बतूर शहर में है।A region marked off for administrative or other purposes.
district, dominion, territorial dominion, territoryଅର୍ଥ : ତାମିଲନାଡୁର ଏକ ସହର
ଉଦାହରଣ :
ଚେନ୍ନାଇ ପରେ କୋଏମ୍ବାଟୁର ତାମିଲନାଡ଼ୁର ଦ୍ୱିତୀୟ ବୃହତ୍ତମ ସହର
ସମକକ୍ଷ : କୋଏମ୍ବାଟୁର ସହର
ଅନ୍ୟ ଭାଷାରେ ଅନୁବାଦ :
भारत के तमिलनाडु राज्य का एक शहर।
कोयम्बतूर चेन्नई के बाद तमिलनाडु का दूसरा बड़ा शहर है।ଅର୍ଥ : ତାମିଲନାଡୁ ସୀମାର ଏକ ସହର
ଉଦାହରଣ :
କର୍ଣ୍ଣାଟକ ଓ ତାମିଲନାଡ଼ୁର ସୀମାସ୍ଥିତ କୋଏମ୍ବାଟୁର ମୁଖ୍ୟତଃ ଏକ ଔଦ୍ୟୋଗିକ ନଗରୀ