ଅର୍ଥ : ଯେଉଁ ବିଭାଗ ଦେଖାଶୁଣାରେ କୃଷି ସମ୍ବନ୍ଧୀୟ ଯୋଜନା କରାଯାଏ
ଉଦାହରଣ :
କୃଷି ବିଭାଗ କୃଷକମାନଙ୍କୁ ନୂଆନୂଆ ସୁବିଧା ଯୋଗାଏ
ଅନ୍ୟ ଭାଷାରେ ଅନୁବାଦ :
वह विभाग जिसकी देख-रेख में कृषि संबंधी योजनाएँ बनती हैं।
कृषि-विभाग किसानों को नई-नई सुविधाएँ उपलब्ध कराता है।