ଅର୍ଥ : କ୍ଷେତରେ ଶସ୍ୟଆଦି ବୁଣିବା ଓ ଅମଳ କରିବାର କାର୍ଯ୍ୟ
ଉଦାହରଣ :
ରାମଦାସ ଚାଷ କରି ନିଜ ପରିବାରର ଭରଣ ପୋଷଣ କରୁଛି
ସମକକ୍ଷ : ଚାଷ, ଜମିବାଡ଼ିକାମ
ଅନ୍ୟ ଭାଷାରେ ଅନୁବାଦ :
खेतों में अनाज आदि बोने और अनाज पैदा करने का काम।
खेती से ही चिखुरी अपने परिवार का भरण-पोषण करता है।