ଅର୍ଥ : ଘଣାର ଦୁଇ ପେଷଣୀ ମଧ୍ୟସ୍ଥ ସ୍ଥାନ ଯେଉଁଠାରେ ଆଖୁକୁ ପେଡ଼ିବା ନିମନ୍ତେ ରଖା ଯାଏ
ଉଦାହରଣ :
ଆଖୁ ପେଡ଼ିବା ସମୟରେ ରାମୁର ଆଙ୍ଗୁଳି ମଧ୍ୟ କୂଂଡୀରେ ମିଶି ପେଷି ହୋଇଗଲା
ସମକକ୍ଷ :
କୂଂଡୀ
ଅନ୍ୟ ଭାଷାରେ ଅନୁବାଦ :
कोल्हू में दो बेलनों के बीच की जगह जिसमें गन्ने को पेरने के लिए डालते हैं।
गन्ना पेरते समय रामू की अंगुलियाँ भी कूनी में समा के पिस गईं।
कूंडी,
कूनी