ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦ୍ୱାରର ଚୌକାଠ ବା ବନ୍ଧରେ ଲାଗିଥିବା ଗୋଲାକାର ବସ୍ତୁ ଯେଉଁଥିରେ ଶିକୁଳି ଲଗାଯାଏ
ଉଦାହରଣ : କବାଟ ବନ୍ଦ କରିବାପାଇଁ ସୀତା ଶିକୁଳିକୁ କୁନ୍ଦାରେ ଲଗେଇଦେଲା
ସମକକ୍ଷ : କୁନ୍ଦା, ସୋରିଷିଆ, ହୁକ
ଅନ୍ୟ ଭାଷାରେ ଅନୁବାଦ :हिन्दी
दरवाजे की चौखट या पल्ले में लगी हुई वह गोलनुमा वस्तु जिसमें साँकल अटकाई जाती है।
ଅର୍ଥ : କୌଣସି ଜିନିଷକୁ ଅଟକାଇବା ନିମନ୍ତେ ଯେଉଁ ଛୋଟ କଢ଼ା ଲଗା ଯାଏ
ଉଦାହରଣ : ସେ ଶାଙ୍କୁଳିକୁ କଡ଼ାରେ ଭର୍ତ୍ତିକରି ତାଲା ଲଗାଇ ଦେଲେ
ସମକକ୍ଷ : କଡ଼ା
वह छोटा छल्ला जो किसी वस्तु को अटकाने के लिए लगाया जाए।
ସଂସ୍ଥାପନ କରନ୍ତୁ