ଅର୍ଥ : କୁଳର ନାଁ ଉଜ୍ଜ୍ୱଳ କରୁଥିବା ବ୍ୟକ୍ତି
ଉଦାହରଣ :
ଆଜି ଘରର କୁଳମଣି ଆମକୁ ସବୁଦିନପାଇଁ ଛାଡ଼ି ଚାଲିଗଲା
ସମକକ୍ଷ :
କୁଳଚନ୍ଦ୍ରମା, କୁଳଦୀପକ, କୁଳମଣି
ଅନ୍ୟ ଭାଷାରେ ଅନୁବାଦ :
कुल का नाम रोशन करने वाला व्यक्ति।
आज घर का कुलदीपक हमें सदा के लिए छोड़कर चला गया।
कुलदीप,
कुलदीपक