ଅର୍ଥ : ଯାହାର ଠିକ ଭାବରେ ପୋଷଣ ହୋଇନାହିଁ
ଉଦାହରଣ :
କୁପୋଷିତ ମହିଳାର ଗର୍ଭରେ ପାଳିତ ହେଉଥିବା ବଚ୍ଚା ଅନେକ ରୋଗର ଶିକାର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
जिसका ठीक से पोषण न हुआ हो।
कुपोषित महिला के गर्भ में पल रहा बच्चा अनेक रोगों का शिकार हो जाता है।Not being provided with adequate nourishment.
malnourished