ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଟୀର ଉଦ୍ୟୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଟୀର ଉଦ୍ୟୋଗ   ବିଶେଷ୍ୟ

ଅର୍ଥ : ଯେଉଁ ଉଦ୍ୟୋଗକୁ ଲୋକମାନେ ନିଜ ଘରେ କରନ୍ତି ଏବଂ ଯେଉଁଥିପାଇଁ ସେମାନଙ୍କୁ କଳକାରଖାନାକୁ ଯିବାକୁ ପଡ଼େନାହିଁ

ଉଦାହରଣ : କୁଟୀର ଉଦ୍ୟୋଗ ଧୀରେଧୀରେ ସମାପ୍ତ ହୋଇଯାଉଛି

ସମକକ୍ଷ : ଗୃହ ଉଦ୍ୟୋଗ


ଅନ୍ୟ ଭାଷାରେ ଅନୁବାଦ :

वह उद्योग जिसे लोग अपने घर में करते हैं और जिसके लिए कल-कारखानों में नहीं जाना पड़ता।

कुटीर उद्योग धीरे-धीरे समाप्त होता जा रहा है।
कुटीर उद्योग, गृह उद्योग

Small-scale industry that can be carried on at home by family members using their own equipment.

cottage industry