ଅର୍ଥ : ତିଳକ ଲଗାଇବାପାଇଁ ବ୍ୟବହୃତ ପ୍ରସିଦ୍ଧ ଲାଲ ଚୂର୍ଣ୍ଣ ଧାର୍ମିକ ଅନୁଷ୍ଠାନମାନଙ୍କରେ ଯାହାର ବ୍ୟବହାର ହୋଇଥାଏ
ଉଦାହରଣ :
ସେ ପ୍ରତିଦିନ କୁମକୁମ ଚନ୍ଦନ ଆଦି ଦେଇ ପ୍ରଭୁଙ୍କୁ ପୂଜା କରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଥଣ୍ଡା ଦେଶରେ ହେଉଥିବା ଏକ ପ୍ରକାର ଲମ୍ବା ଫୁଲ ଯେଉଁଥିରୁ ଉତ୍କୃଷ୍ଟ ସୁଗନ୍ଧ ବାହାରିଥାଏ
ଉଦାହରଣ :
ମୋତେ ଜାଫ୍ରାନ୍ ଫୁଲ ବହୁତ ପସନ୍ଦ
ଅନ୍ୟ ଭାଷାରେ ଅନୁବାଦ :
Dried pungent stigmas of the Old World saffron crocus.
saffron