ଅର୍ଥ : ବିଶେଷକରି ଚୀନରେ ମିଳୁଥିବା ଏକ ଲତା
ଉଦାହରଣ :
କୀୱୀର ଫଳ ଖିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
Climbing vine native to China. Cultivated in New Zealand for its fuzzy edible fruit with green meat.
actinidia chinensis, actinidia deliciosa, chinese gooseberry, kiwi, kiwi vineଅର୍ଥ : ବିଶେଷକରି ଚୀନରେ ମିଳୁଥିବା ଏକ ଲତାର ଲୋମଶ ଫଳ
ଉଦାହରଣ :
ଶ୍ୟାମା କୀୱୀ ଖାଉଛି
ଅନ୍ୟ ଭାଷାରେ ଅନୁବାଦ :