ଅର୍ଥ : ନାବାଳକ ଅପରାଧୀମାନଙ୍କ ନିମନ୍ତେ ନ୍ୟାୟାଳୟ
ଉଦାହରଣ :
ନିଜର ସାଥୀକୁ ହତ୍ୟା ମାମଲାରେ ଏହି ବାଳକକୁ କିଶୋର ଅପରାଧ ବିଚାରାଳୟରେ ହାଜର କରାଯିବ
ସମକକ୍ଷ : ଜୁବେନାଇଲ କୋର୍ଟ
ଅନ୍ୟ ଭାଷାରେ ଅନୁବାଦ :
नाबालिग अपराधियों का न्यायालय।
अपने साथी की हत्या के मामले में उस लड़के को किशोर अपराध न्यायालय में पेश किया जाएगा।A court having jurisdiction over dependent and delinquent children.
juvenile court