ଅର୍ଥ : କାଶ୍ମୀର ରାଜ୍ୟ ନିବାସୀ
ଉଦାହରଣ :
ଆଜି ପ୍ରତ୍ୟେକ କାଶ୍ମୀରୀ-ବାସୀ ଆତଙ୍କବାଦର ଛାୟାରେ ଜୀବନଯାପନ କରୁଛନ୍ତି
ସମକକ୍ଷ : କାଶ୍ମୀର ବାସୀ, କାଶ୍ମୀରୀ ବାସିନ୍ଦା
ଅନ୍ୟ ଭାଷାରେ ଅନୁବାଦ :
कश्मीर राज्य का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
आज का प्रत्येक कश्मीरी आतंकवाद के साये में जी रहा है।A member of the people of Kashmir.
kashmiriଅର୍ଥ : କାଶ୍ମୀର ରାଜ୍ୟର ଭାଷା
ଉଦାହରଣ :
ସେ କାଶ୍ମୀରୀ ଭାଷାରେ କଥାବାର୍ତ୍ତା କରନ୍ତି
ସମକକ୍ଷ : କାଶ୍ମୀରୀ ଭାଷା
ଅନ୍ୟ ଭାଷାରେ ଅନୁବାଦ :
The official state language of Kashmir.
kashmiri