ଅର୍ଥ : ପଶ୍ଚିମ ବଙ୍ଗଳା, ବିହାର, ଉତ୍ତର ପ୍ରଦେଶରେ ଅଧିକ ଚାଷକରାଯାଉଥିବା ଏକ ଦିବ୍ୟ ଗୁଣକାରୀ ଔଷଧୀୟ ଗଛ
ଉଦାହରଣ :
ଅନେକ ରୋଗପାଇଁ କାଳମେଘ ପତ୍ରଗୁଡ଼ିକର ଉପଯୋଗ କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
पश्चिमी बंगाल, बिहार, उत्तर प्रदेश में अधिकता से उगाया जानेवाला एक दिव्य गुणकारी औषधीय पौधा।
कालमेघ की पत्तियों का उपयोग बहुत सारी बीमारियों में किया जाता है।