ଅର୍ଥ : କାନ ଭିତରେ ପରଦା ରୂପରେ ଥିବା ଝିଲି ଯେଉଁଠି ପହଞ୍ଚିଲେ ଶବ୍ଦ ଗୁଞ୍ଜରିତ ହୁଏ
ଉଦାହରଣ :
ଖୁବ୍ ଜୋର ଶବ୍ଦ ଯୋଗୁ କାନର ପରଦା ଫାଟି ଯାଇପାରେ
ସମକକ୍ଷ : କର୍ଣ୍ଣପଟଳ
ଅନ୍ୟ ଭାଷାରେ ଅନୁବାଦ :
कान में पायी जानेवाली वह झिल्ली जो परदे के रूप में होती है और जहाँ पहुँचकर आवाज़ गुँजती है।
बहुत ही ज़ोर की आवाज़ से कान का परदा फट भी सकता है।