ଅର୍ଥ : ଯେଉଁ ଗୋରଖପନ୍ଥୀ ଯୋଗୀ ଦୁଇ କାନକୁ ଫୋଡ଼ାଇ ସେଥିରେ ସ୍ଫଟିକ ସ୍ୱଚ୍ଛ ମୁଦ୍ରା ପିନ୍ଧନ୍ତି
ଉଦାହରଣ :
ଏଠାରେ ଦୁଇ ଜଣ କାନଫଟା ଯୋଗୀ ରହନ୍ତି
ସମକକ୍ଷ :
କାନଫଟା
ଅନ୍ୟ ଭାଷାରେ ଅନୁବାଦ :
गोरखपंथी योगी जो दोनों कानों को फड़वाकर इसमें बिल्लौरी मुद्राएँ पहनते हैं।
यहाँ दो कनफटा रहते हैं।
कनफटा