ଅର୍ଥ : ଜଣେ ବୌଦ୍ଧ ବିଦ୍ୱାନ
ଉଦାହରଣ :
ବୌଦ୍ଧ ଗ୍ରନ୍ଥଗୁଡ଼ିକରେ କାତ୍ୟାୟନଙ୍କ ବର୍ଣ୍ଣନା ରହିଛି
ଅର୍ଥ : ପାଲି ଭାଷାରେ ବ୍ୟାକରଣ ଲେଖିଥିବା ଜଣେ ବୌଦ୍ଧ ବିଦ୍ୱାନ
ଉଦାହରଣ :
କାତ୍ୟାୟନ ପାଣିନିଙ୍କର ପ୍ରାୟତଃ ସମକକ୍ଷ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ଋଷି
ଉଦାହରଣ :
କାତ୍ୟାୟନ ସର୍ବପ୍ରଥମେ ମା ଦୁର୍ଗାଙ୍କ ଷଷ୍ଠରୂପର ପୂଜା କରିଥିବାରୁ ମାଙ୍କ ସେହିରୂପକୁ କାତ୍ୟାୟନୀ କୁହାଯାଏ
ସମକକ୍ଷ : କାତ୍ୟାୟନ ଋଷି
ଅନ୍ୟ ଭାଷାରେ ଅନୁବାଦ :
एक ऋषि।
माँ दुर्गा के छठवें रूप की पूजा सर्वप्रथम कात्यायन ने किया इसलिए माँ के उस रूप को कात्यायनी कहते हैं।A mentor in spiritual and philosophical topics who is renowned for profound wisdom.
sage