ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାତାରର ମୂଳ ନିବାସୀ
ଉଦାହରଣ : ସେହି କାତାରବାସୀ ନିଜେ ନିଜକୁ ରାଜପରିବାରର ସଦସ୍ୟ ବୋଲି କହେ
ସମକକ୍ଷ : କାତାରବାସୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कातार का मूल निवासी।
A native or inhabitant of Qatar.
ଅର୍ଥ : କାତାର ସହ ସମ୍ବନ୍ଧିତ ବା କାତାରର
ଉଦାହରଣ : ଆଜି ଏକ କାତାରୀ ତେଲଖଣିରେ ନିଆଁ ଲାଗିଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
कातार से संबंधित या कातार का।
ସଂସ୍ଥାପନ କରନ୍ତୁ