ଅର୍ଥ : କୌଣସି ଗୋଟିଏ ବସ୍ତୁକୁ ବିଶେଷ ଏକ ସୀମାରୁ ଅନ୍ୟ ଏକ ସୀମା(କ୍ଷେତ୍ର)କୁ ନେବା ପାଇଁ ଲାଗୁଥିବା କର
ଉଦାହରଣ :
ସରକାର ସୀମାକର ବଢାଇ ଦେଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी वस्तु को किसी विशेष एक सीमा से दूसरी सीमा (क्षेत्र) में ले जाने पर लगनेवाला कर।
सरकार ने सीमाकर बढ़ा दिया है।