ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବଳଦ ଦେହରେ ଲାଲ ଓ କଳା ରଙ୍ଗର ଲୋମ ଥାଏ
ଉଦାହରଣ : ଚାଷୀ ଛଉଆ ଓ କଷରାକୁ ଶଗଡ଼ଗାଡ଼ିରେ ଯୋଚୁଛି
ସମକକ୍ଷ : କଷରା ବଳଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
ऐसा बैल जिसके शरीर पर लाल और काले रंग के बाल हों।
An adult castrated bull of the genus Bos. Especially Bos taurus.
ଅର୍ଥ : ଧଳା ତଥା କଳା ବା ଧଳା ତଥା ଲାଲ ରଙ୍ଗର
ଉଦାହରଣ : କୃଷକ କଷରା ବଳଦ ଶଗଡ଼ରେ ଯୋଚୁଛି
ସମକକ୍ଷ : ଗେରୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
सफेद तथा काला या सफेद तथा लाल रंग का।
ସଂସ୍ଥାପନ କରନ୍ତୁ