ଅର୍ଥ : ଏକ ରାଗ ଯାହାକୁ ଦୀପକ ରାଗର ପଞ୍ଚମ ପୁତ୍ରବୋଲି ଗ୍ରହଣ କରାଯାଏ
ଉଦାହରଣ :
କଳିଙ୍ଗଡ଼ା ରାଗ ରାତିର ଚତୁର୍ଥ ପ୍ରହରରେ ଗାନ କରାଯାଏ
ସମକକ୍ଷ : କଳିଙ୍ଗଡ଼ା
ଅନ୍ୟ ଭାଷାରେ ଅନୁବାଦ :
एक राग जो दीपक राग का पाँचवाँ पुत्र माना जाता है।
कलिंगड़ा रात के चौथे पहर में गाया जाता है।