ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଙ୍ଗୋପସାଗରର ଯେଉଁ ଅଂଶରେ ପାଣି ଅତ୍ୟନ୍ତ କଳା ହୋଇଥାଏ
ଉଦାହରଣ : ପ୍ରଥମେ କଳାପାଣି ସଜ୍ଜା ପାଉଥିବା ଲୋକମାନଙ୍କୁ କଳାପାଣି ପଠାଇ ଦିଆଯାଉଥିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
बंगाल की खाड़ी का वह अंश जहाँ का पानी अत्यंत काला है।
ଅର୍ଥ : ଦେଶରୁ ବହିଷ୍କାର କରିବା ଦଣ୍ଡ ଯେଉଁଥିରେ ଅପରାଧୀମାନଙ୍କୁ ଆଣ୍ଡାମାନ,ନିକୋବର ଆଦି ଦ୍ୱୀପକୁ ପଠାଯାଉଥିଲା
ଉଦାହରଣ : ଇଂରେଜ ଶାସନ ସମୟରେ ଅପରାଧୀମାନଙ୍କୁ କଳାପାଣି ଦଣ୍ଡ ଦିଆଯାଉଥିଲା
देशनिकाले की सजा जिसमें अपराधियों को अंडमान, निकोबार आदि द्वीपों में भेजा जाता था।
ସଂସ୍ଥାପନ କରନ୍ତୁ