ଅର୍ଥ : ଏକ ପ୍ରକାର କଳା ମାଟି
ଉଦାହରଣ :
କଳା ମାଟିରେ ଭଲ ଫସଲ ହୁଏ
ସମକକ୍ଷ : କୃଷ୍ଣକାୟ ମୃତ୍ତିକା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଠାଳିଆ କଳା ମାଟି
ଉଦାହରଣ :
କୁମ୍ଭାର ଚିକିଟା ମାଟିରେ ବାସନଆଦି ଗଢ଼େ
ସମକକ୍ଷ : ଚିକିଟାମାଟି, ଚିକ୍କଣିଆ ମାଟି
ଅନ୍ୟ ଭାଷାରେ ଅନୁବାଦ :
लसदार काली मिट्टी।
कुम्हार चिकनी मिट्टी से बरतन आदि बनाता है।