ଅର୍ଥ : ଝରଣା,ନଦୀ ଆଦିର ଜଳରେ ଝରିଯିବା ବା ବୋହିଯିବାବେଳେ ଉତ୍ପନ୍ନ ମଧୁର ଶବ୍ଦ
ଉଦାହରଣ :
ନଦୀଗୁଡ଼ିକ କଳକଳ ଧ୍ୱନି କରି ବୋହୁଛନ୍ତି
ସମକକ୍ଷ : କଳକଳ ଧ୍ୱନି
ଅନ୍ୟ ଭାଷାରେ ଅନୁବାଦ :
झरने, नदी आदि के जल के गिरने या बहने से उत्पन्न मधुर शब्द।
नदियाँ कल-कल करती हुई बह रही हैं।The bubbling sound of water flowing from a bottle with a narrow neck.
gurgle