ଅର୍ଥ : କାହାରି କଲ୍ୟାଣ ନିମନ୍ତେ କରାଯାଉଥିବା କାର୍ଯ୍ୟକ୍ରମ
ଉଦାହରଣ :
ଏହି କଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ଧନ ଏକାଠି କରିବା ଜରୁରୀ
ସମକକ୍ଷ : ୱେଲ୍ ଫେୟର୍ ପ୍ରୋଗ୍ରାମ୍
ଅନ୍ୟ ଭାଷାରେ ଅନୁବାଦ :
किसी के कल्याण के लिए किया जाने वाला कार्यक्रम।
इस कल्याणकारी कार्यक्रम के लिए धन एकत्रित करना है।An organized activity to improve the condition of disadvantaged people in society.
social service, welfare work