ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଗଛ ବିଶେଷକରି କୋଙ୍କଣ ପ୍ରଦେଶରେ ମିଳେ
ଉଦାହରଣ : କୃଷକ କରୁଣୀକୁ ମୂଳସହ ଓପାଡୁଛି
ସମକକ୍ଷ : ରାଜପୁଷ୍ପୀ, ରାଜପ୍ରିୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक पौधा जो विशेषकर कोंकण प्रदेश में होता है।
ଅର୍ଥ : ଏକ ପ୍ରକାର ଗଛରୁ ପ୍ରାପ୍ତ ଫୁଲ ଯାହା ବିଶେଷତଃ କୋଙ୍କଣ ପ୍ରଦେଶରୁ ମିଳେ
ଉଦାହରଣ : ଶୀଲା କରୁଣୀକୁ ତୋଳି ମାଳ ତିଆରି କରୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक पौधे से प्राप्त फूल जो विशेषकर कोंकण प्रदेश में होता है।
Reproductive organ of angiosperm plants especially one having showy or colorful parts.
ସଂସ୍ଥାପନ କରନ୍ତୁ