ଅର୍ଥ : ଆରବ ଦେଶର ଯେଉଁ ସ୍ଥାନରେ ଅଲିଙ୍କ ବଡ ପୁଅ ହୁସେନଙ୍କୁ ହତ୍ୟା କରା ଯାଇଥିଲା
ଉଦାହରଣ :
ଶ୍ୟାମ ଜଣେ ହାଜୀଙ୍କ ଠାରୁ କରବଳା ସମ୍ପର୍କରେ କିଛି ତଥ୍ୟ ନେଉଥିଲା
ଅନ୍ୟ ଭାଷାରେ ଅନୁବାଦ :
अरब देश का वह स्थान जहाँ अली के बड़े पुत्र हुसैन की हत्या हुई थी।
श्याम एक हाजी से करबला के बारे में कुछ जानकारियाँ ले रहा है।
करबला,
करबल्ला