ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ କବଚ ବା ଆବରଣରେ ଯୁକ୍ତ
ଉଦାହରଣ : କଇଁଛ ଏକ କଠିନ କବଚଧାରୀ ଜୀବ
ସମକକ୍ଷ : ଆବରଣଯୁକ୍ତ, ଖୋଳପାଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो कवच से युक्त हो (जन्तु)।
ଅର୍ଥ : ଯିଏ କବଚ ଧାରଣ କରିଥାଏ
ଉଦାହରଣ : କବଚଧାରୀ ଯୋଦ୍ଧା ଯୁଦ୍ଧ ଭୂମିରେ ଧରାଶାୟୀ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो कवच धारण करता हो या किए हो।
Protected by armor (used of persons or things military).
ସଂସ୍ଥାପନ କରନ୍ତୁ