ଅର୍ଥ : ଯେଉଁ ଲିପିରେ କନ୍ନଡ଼ ଭାଷା ଲେଖାଯାଏ
ଉଦାହରଣ :
କାମଥ ନିଜ ପୁଅକୁ କନ୍ନଡ଼ ଲିପି ଲେଖା ଶିଖାଉଅଛି
ସମକକ୍ଷ : କନ୍ନଡ଼ ଲିପି
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें कन्नड़ भाषा लिखी जाती है।
कामथ अपने बेटे को कन्नड़ लिखना सिखा रहा है।ଅର୍ଥ : କର୍ଣ୍ଣାଟକ ପ୍ରଦେଶର ନିବାସୀ
ଉଦାହରଣ :
ଏହା କନ୍ନଡ଼ମାନଙ୍କର ସଭା
ଅର୍ଥ : ଯେଉଁ ଦ୍ରାବିଡ଼ ଭାଷା ବିଶେଷକରି ଦକ୍ଷିଣ ଭାରତର କର୍ଣ୍ଣାଟକ ପ୍ରଦେଶରେ କୁହାଯାଏ
ଉଦାହରଣ :
କୁଲକର୍ଣ୍ଣୀ ଆଜ୍ଞା କନ୍ନଡ଼ ଶିଖୁଛନ୍ତି
ସମକକ୍ଷ : କନ୍ନଡ଼ ଭାଷା
ଅନ୍ୟ ଭାଷାରେ ଅନୁବାଦ :
वह द्रविड़ भाषा जो दक्षिण भारत विशेषकर कर्नाटक प्रदेश में बोली जाती है।
कुलकर्णीजी कन्नड़ सीख रहे हैं।ଅର୍ଥ : କନ୍ନଡ଼ ଭାଷା ସହିତ ସଂବନ୍ଧିତ ବା କନ୍ନଡ଼ ଭାଷାର
ଉଦାହରଣ :
ତାର କନ୍ନଡ଼ ସାହିତ୍ୟରେ ଅଧିକ ରୁଚି
ଅର୍ଥ : କର୍ଣ୍ଣାଟକରେ ରହିବା ବ୍ୟକ୍ତି
ଉଦାହରଣ :
କନ୍ନଡ଼ ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରଥା ଅଛି