ଅର୍ଥ : କାଟିବାର ଢଙ୍ଗ ବା ଭାବ
ଉଦାହରଣ :
ମୂର୍ତ୍ତିକାର କର୍ତ୍ତନର ତୁଳନା ନାହିଁ
ସମକକ୍ଷ : କର୍ତ୍ତନ, କାଣ୍ଟଛାଣ୍ଟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କଟାଇବାର କାମ
ଉଦାହରଣ :
ଠିକାଦାର ଶ୍ରମିକ ମାନଙ୍କ ଦ୍ୱାରା ଖେତରେ କଟେଇ କରାଉଛି
ଅନ୍ୟ ଭାଷାରେ ଅନୁବାଦ :