ଅର୍ଥ : ଚୀନରେ ଉତ୍ପନ୍ନ ହେଉଥିବା କଳାଚା’
ଉଦାହରଣ :
କଙ୍ଗୋର ଇଂଗ୍ରାଜୀ ନାସ୍ତା ଚା’ମଧ୍ୟ କହନ୍ତି
ସମକକ୍ଷ : କଙ୍ଗୋ ଚା’
ଅର୍ଥ : ମଧ୍ୟ ଆଫ୍ରିକାର ଏକ ଦେଶ
ଉଦାହରଣ :
କଙ୍ଗୋକୁ ବେଲଜିୟମ୍ ଠାରୁ ୧୯୬୦ରେ ସ୍ୱତନ୍ତ୍ରତା ମିଳିଲା
ସମକକ୍ଷ : କଂଗୋ
ଅନ୍ୟ ଭାଷାରେ ଅନୁବାଦ :
मध्य अफ्रीका का एक देश।
कॉन्गो को बेल्जियम से उन्नीस सौ साठ में स्वतंत्रता मिली।A republic in central Africa. Achieved independence from Belgium in 1960.
belgian congo, congo, democratic republic of the congo, zaireଅର୍ଥ : ପଶ୍ଚିମ-ମଧ୍ୟ ଆଫ୍ରିକାର ଏକ ଦେଶ
ଉଦାହରଣ :
କଙ୍ଗୋକୁ ଫ୍ରାନ୍ସଠାରୁ ୧୯୬୦ ମସିହାରେ ସ୍ୱତନ୍ତ୍ରତା ମିଳିଲା
ସମକକ୍ଷ : କଂଗୋ, କଂଗୋ ଗଣତନ୍ତ୍ର, କଙ୍ଗୋ ଗଣତନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
पश्चिमी मध्य अफ्रीका का एक देश।
कॉन्गों को फ्रांस से उन्नीस सौ साठ में स्वतंत्रता मिली।A republic in west-central Africa. Achieved independence from France in 1960.
congo, french congo, republic of the congoଅର୍ଥ : ମଧ୍ୟ ଆଫ୍ରିକା ମହାଦ୍ୱୀପର ଏକ ଦେଶ
ଉଦାହରଣ :
ଅଙ୍ଗୋଲା କଙ୍ଗୋର ଏକ ପଡ଼ୋଶୀ ଦେଶ
ସମକକ୍ଷ : କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ
ଅର୍ଥ : ଆଫ୍ରିକାର ପ୍ରମୁଖ ନଦୀମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
କଙ୍ଗୋ ବିଶ୍ୱର ସବୁଠାରୁ ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଗୋଟିଏ
ସମକକ୍ଷ : କଙ୍ଗୋନଦୀ
ଅନ୍ୟ ଭାଷାରେ ଅନୁବାଦ :
अफ्रीका की प्रमुख नदियों में से एक।
कॉन्गों विश्व की सबसे लम्बी नदियों में से एक है।A major African river (one of the world's longest). Flows through Congo into the South Atlantic.
congo, congo river, zaire riverଅର୍ଥ : ପଶ୍ଚିମ ମଧ୍ୟ ଆଫ୍ରିକା ମହାଦ୍ୱୀପର ଗୋଟିଏ ଦେଶ
ଉଦାହରଣ :
କଙ୍ଗୋ ୧୯୬୦ରେ ସ୍ୱତନ୍ତ୍ର ହେଲା
ସମକକ୍ଷ : କଙ୍ଗୋ ଗଣତନ୍ତ୍ର