ଅର୍ଥ : ଯେଉଁଠାରେ କଂପ୍ୟୁଟର ଲାଗିଛି ବା କଂପ୍ୟୁଟର ଦ୍ୱାରା କାମ କରାଯାଏ
ଉଦାହରଣ :
ଆଜିକାଲି ଅଧିକାଂଶ ବ୍ୟାଙ୍କ୍ କଂପ୍ୟୁଟରୀକୃତ ହୋଇଗଲାଣି
ଅନ୍ୟ ଭାଷାରେ ଅନୁବାଦ :
जहाँ कम्प्यूटर लगाया गया हो या कम्प्यूटर के द्वारा कार्य होता हो।
आजकल के अधिकांश बैंक कम्प्यूटरीकृत हैं।ଅର୍ଥ : କଂପ୍ୟୁଟରରେ ଲିପିବଦ୍ଧ କରାଯାଇଥିବା
ଉଦାହରଣ :
ହିନ୍ଦୀ ଶବ୍ଦତନ୍ତ୍ର ଏକ କଂପ୍ୟୁଟରୀକୃତ କୋଶ
ଅନ୍ୟ ଭାଷାରେ ଅନୁବାଦ :
कम्प्यूटर में डाला हुआ।
हिंदी शब्दतंत्र एक कम्प्यूटरीकृत कोश है।