ଅର୍ଥ : ସେହି ସ୍ଥାନ ଯେଉଁଠାରେ ଔଷଧ ମିଳେ ବା ବିକା ହୁଏ
ଉଦାହରଣ :
ନିଷିଦ୍ଧ ଔଷଧ ବିକ୍ରିକରିବା କାରଣରୁ ସେହି ଔଷଧାଳୟ ବନ୍ଦ ହୋଇଗଲା
ସମକକ୍ଷ : ଔଷଧାଳୟ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ दवाएँ मिलती या बिकती हों।
निषिद्ध दवा बेचने के कारण यह दवाई की दूकान बंद हो गई।A retail shop where medicine and other articles are sold.
apothecary's shop, chemist's, chemist's shop, drugstore, pharmacy