ଅର୍ଥ : ଯେ ଉପନ୍ୟାସ ଲେଖନ୍ତି
ଉଦାହରଣ :
ମୁନ୍ସୀ ପ୍ରେମଚାନ୍ଦ କୁଶଳୀ ଔପନ୍ୟାସିକମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ
ସମକକ୍ଷ : ଉପନ୍ୟାସ ଲେଖକ, ଉପନ୍ୟାସକାର
ଅନ୍ୟ ଭାଷାରେ ଅନୁବାଦ :
वह जो उपन्यास लिखता हो।
मुंशी प्रेमचंद कुशल उपन्यासकारों में अग्रणी थे।One who writes novels.
novelistଅର୍ଥ : ଉପନ୍ୟାସ ବିଷୟକ
ଉଦାହରଣ :
ଏହି ଲେଖକଙ୍କର ଔପନ୍ୟାସିକ ବିଷୟବସ୍ତୁ ଅତି ରୁଚିପୂର୍ଣ୍ଣ
ସମକକ୍ଷ : ଉପନ୍ୟାସ ସମ୍ବନ୍ଧିତ
ଅନ୍ୟ ଭାଷାରେ ଅନୁବାଦ :