ଅର୍ଥ : ବର୍ତ୍ତମାନର ସବୁଠାରୁ ବଡ଼ ପକ୍ଷୀ ଯାହାର ବେକ ଓଟ ଭଳି ଲମ୍ବା ହୋଇଥାଏ ଏବଂ ଯାହା ବହୁତ ଯୋରରେ ଦୌଡ଼ିପାରେ
ଉଦାହରଣ :
ଓଟପକ୍ଷୀ ବିଶେଷକରି ଆଫ୍ରିକାରେ ଦେଖିବାକୁ ମିଳନ୍ତି
ଅନ୍ୟ ଭାଷାରେ ଅନୁବାଦ :
वर्तमान में सबसे बड़ा पक्षी जिसकी गर्दन ऊँट की तरह लंबी होती है और जो बहुत तेज दौड़ता है।
शुतुरमुर्ग़ अफ्रीका में पाया जाता है।Fast-running African flightless bird with two-toed feet. Largest living bird.
ostrich, struthio camelus