ଅର୍ଥ : ବିଚାରାଳୟରେ ଦାଖଲ କରାଯାଉଥିବା ଯେଉଁ ପତ୍ରଦ୍ୱାରା କୌଣସି ଓକିଲଙ୍କୁ କେହି ନିଜର ମକଦ୍ଦମା ଲଢିବା ପାଇଁ ଦାୟିତ୍ୱ ଦେଇଥାଆନ୍ତି
ଉଦାହରଣ :
ବିପକ୍ଷୀୟମାନେ ମଧ୍ୟ ନ୍ୟାୟାଳୟରେ ବକାଲତନାମା ଦାଖଲ କରି ସାରିଲେଣି
ସମକକ୍ଷ : ବକାଲତନାମା
ଅନ୍ୟ ଭାଷାରେ ଅନୁବାଦ :
न्यायालय में दाखिल वह पत्र जिसके द्वारा किसी वकील को अपना मुकदमा लड़ने के लिए नियत किया जाता है।
विपक्षियों ने भी न्यायालय में वकालतनामा दाखिल कर दिया है।