ଅର୍ଥ : ଅଷ୍ଟ୍ରେଲିଆର ଓଟପକ୍ଷୀ ଭଳି ଏକ ଉଡ଼ିପାରୁ ନଥିବା ପକ୍ଷୀ
ଉଦାହରଣ :
ଏମୁର ଜୀବନ କାଳ ପାଖାପାଖି ଚାଳିଶ ବର୍ଷ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
Large Australian flightless bird similar to the ostrich but smaller.
dromaius novaehollandiae, emu, emu novaehollandiae