ଅର୍ଥ : ଗୋଟିଏ ଅନ୍ତର୍ରାଷ୍ଟ୍ରୀୟ ଅଣଲାଭକାରୀ ଅଗ୍ରଣୀ ମାନବାଧିକାର ସଂଗଠନ
ଉଦାହରଣ :
ନେପାଳରୁ କେତେକ ବନ୍ଦୀଙ୍କୁ ଛାଡିବାକୁ ହ୍ୟୁମାନ ରାଇଟସ୍ ୱାଚ ଅପିଲ୍ କଲା
ସମକକ୍ଷ : ହ୍ୟୁମାନ ରାଇଟସ୍ ୱାଚ
ଅନ୍ୟ ଭାଷାରେ ଅନୁବାଦ :
एक अंतर्राष्ट्रीय अलाभकारी अग्रणी मानवाधिकार संगठन।
ह्यूमन राइट्स वाच ने नेपाल से कुछ बंदियों को छोड़ने की अपील की।