ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମିଳିତ ଭାବେ ଖେଳାଯାଉଥିବା ପିଲାମାନଙ୍କର ଏକ ଖେଳ
ଉଦାହରଣ : ଏକଗୋଡ଼ିଆ ଖେଳରେ ଜଣେ ପିଲା ଗୋଟିଏ ଗୋଡ଼ରେ ଡେଇଁଡେଇଁ ଅନ୍ୟ ପିଲାଙ୍କୁ ଛୁଇଁବାପାଇଁ ଚେଷ୍ଟାକରେ
ସମକକ୍ଷ : ଏକଗୋଡ଼ିଆ ଖେଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
समूह में खेला जाने वाला बच्चों का एक खेल।
ଅର୍ଥ : ଗୋଟିଏ ଗୋଡ଼ ଥିବା ଲୋକ
ଉଦାହରଣ : ଏକଟାଙ୍କିଆ ଭିକାରି ଆଶାବାଡ଼ି ସାହାଯ୍ୟରେ ଚାଲୁଛି
ସମକକ୍ଷ : ଏକଟାଙ୍କିଆ
एक टाँग वाला।
ଅର୍ଥ : ଗୋଟିଏ ଖୁଣ୍ଟ ସାହାଯ୍ୟରେ ଠିଆ ହୋଇଥିବା
ଉଦାହରଣ : ଜଣେ ସୈନିକ ଏକଖୁଣ୍ଟିଆ ତମ୍ବୁରେ ବସିଥିଲା
ସମକକ୍ଷ : ଏକଖୁଣ୍ଟିଆ
एक ही चोबे के सहारे खड़ा होने वाला।
ସଂସ୍ଥାପନ କରନ୍ତୁ