ଅର୍ଥ : ସବୁ ପ୍ରକାରର ସମୃଦ୍ଧି ଏବଂ ବୈଭବ
ଉଦାହରଣ :
ଭଗବାନ ଗଣେଶଙ୍କ କୃପାରୁ ଭକ୍ତମାନଙ୍କ ଘର ସୁଖସମୃଦ୍ଧିରେ ଭରିଯାଏ
ସମକକ୍ଷ : ସୁଖସମୃଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
सब प्रकार की समृद्धि और वैभव।
भगवान गणेश की कृपा से भक्तों का घर ऋद्धि-सिद्धि से भर जाता है।